ବାଇକ୍‌ ଚାଲିବ, ଦୁଇଜଣ ବସିବେନି: ଜିଲ୍ଲାରୁ ଜିଲ୍ଲାକୁ ଯାଇପାରିବ ବାଇକ୍‌, କାର୍

ଭୁବନେଶ୍ୱର : ଲକ୍‌ଡାଉନ୍‌ ଅବଧି ୨ସପ୍ତାହ ବଢ଼ିଛି। ତେବେ ଏହି ଅବଧି ମଧ୍ୟରେ ସମସ୍ତ ବାଇକ୍‌ କିମ୍ବା ଅନ୍ୟ ଗାଡ଼ି ଚଳାଚଳକୁ ସ୍ୱୀକୃତି ଦେବା ପାଇଁ ସ୍ଥିର କରିଛି କମିସନରେଟ୍‌ ପୁଲିସ। ଏହି ଗାଡ଼ିଗୁଡ଼ିକ ଜିଲ୍ଲାରୁ ଜିଲ୍ଲାକୁ ମଧ୍ୟ ଯା’ ଆସ କରିପାରିବ। ଅନେକ ଅଭିଯୋଗ ଆସିଛି କି ପରିବାର ଗୋଟିଏ ଜିଲ୍ଲାରେ ରହିଥିବା ବେଳେ ପରିବାର ମୁଖିଆ ଅନ୍ୟ ଜିଲ୍ଲା‌‌‌‌‌ରେ ରହିଛନ୍ତି। ଏଣୁ ଏବେ ପରିବାର ଏକାଠି କରିବା … Continue reading ବାଇକ୍‌ ଚାଲିବ, ଦୁଇଜଣ ବସିବେନି: ଜିଲ୍ଲାରୁ ଜିଲ୍ଲାକୁ ଯାଇପାରିବ ବାଇକ୍‌, କାର୍